ଗୀତାଗିଆନ
ଗଜାନନ ମିଶ୍ର
ଗଣ୍ଡାବାହାଲି, ନୂଆପଡା
କବି ଡିସେମ୍ବର ମେହେର
କହେଲ ଗୀତାଗିଆନ ବଢିଆ
'ସତଲାଗି ସରଗେ ପୂଜା
ଫନ୍ଦି ଲାଗି ନରକେ ସଜା'
ଜୀବନଟା ନେଇଁସେରେ ବୁଆ
କରବାରକାଜେ ମଜା।
ନେଇଁ ଜାନି ପାରୁଛେ ମୁନୁଷ
ଅଛେ କେନ୍ତା ବଁଧନେ
ଅପନାର ମଁଗଲ ହେବା କେନ୍ତା
ନେଇଁ କରବାର ହେଇ ଚିନ୍ତା
ହର୍ମିଶା ମରୁଛେ ଛିଡଲାପୁଡଲା
ହିଁସାଅଁକାରେ ଫାଲତୁରେ, ଆରୁ
ହଉଛେ ସାନିଘାଁଟି ଗୁହେମୁତେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
19/7/2019
This poem has not been translated into any other language yet.
I would like to translate this poem
A man should try to know the truth and live for the truth