ଯାହା ହେଉ ନ ହେଉ
ଓଡିଶାର ସବୁ ଅଦାଲତରେ
ବିଦେଶୀ ଭାଷା ବ୍ୟବହାର ହିଁ
ଅନ୍ୟାୟ,
ଲୋକ ବିରୋଧୀ
ଏବଂ ଏହା ଆଇନର ବାହାରେ।
ଭାବୁଛି,
ଅନ୍ୟାୟାଳୟକୁ ନ ଯିବା ହିଁ ଭଲ।
This poem has not been translated into any other language yet.
I would like to translate this poem