ପ୍ରତିଷ୍ଠାତା Founder Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପ୍ରତିଷ୍ଠାତା Founder

Rating: 5.0

ପ୍ରତିଷ୍ଠାତା
ଗଜାନନ ମିଶ୍ର

1

ଭାଷାକେ ନେଇକରି
ଜେନ ଆନ୍ଦୋଳନ ହେସି,
ହେତାକେ ଭାଷା ଆନ୍ଦୋଳନ
କହେସନ କି ନେଇଁ?

ଆରୁ ଇତାର ପ୍ରତିଷ୍ଠାତା,
ଇ ଭାଷାରେ ଲେଖପଢ କରି
ଲାଗିଥିବାର ସଭେ
ନେଇସେ କେଁ?

କଲା କି ଧଲା
ଲାଲ କି ସାଗୁଆ
ବାନାଟେ
ଦୁଇ ଚାଏରଟା
ପଛୁଆଲକେ ଧରିକରି
ଟେକିଦେଲେ
ଫରକ ନେଇଁ ପଡେ,
କଥାକେ ନେଇଁ ବୁଝଲେ
ଆରୁ ଯୁଝି ଆଏଲେ
କାଁ କରବ!

ଧରାକରା କରି
କେନୁ କାଣା
ମାରିନେମି ଫାଏଦା ବଏଲେ
କେନ୍ତା ହେବା!
ମୁଇଁ ମୁଇଁ ବଏଲେ
ଭୁଇଁ ପଡବାରଟା
ସାର ହେବା।

2

ବାଘ ଶିକାର କରସି,
ପାରଲାତକ୍ ଖାଏସି
ଆରୁ ଛାଡି ଯାଏସି,
କୁଲିହା କୁକୁର ପଛକେ ପଛ
ଧାଇଁ ଆଏସନ୍
ଚାକୁଲ ଚାକୁଲ ଅଏଁଠା ଖାଏସନ୍,
ଆମେ ଶିକାର କରିଛୁଁ ବଲି
ହଇହଲ୍ଲା କରସନ୍,
ହେମାନକେ ବାଘ୍ ବଲସନ କେଁ?

ଗଛ ଜଗାଲା ଲୋକ୍
ଦୁସରା ଦିସସି,
କାଟଲା ଲୋକ
ଆରୁ ଦୁସରା।
ଚଷାଟେ
କଲାବଜାରି ନେଇଁ ହୁଏ,
ହେଇ ନି ପାରେ।

ପଥରନୁ ପଜରିଲା ପାଏନ
ମିଠା ଆଏ,
ଖଦୋଭସୋ ମାଏଟର ପାଏନ
ହେନ୍ତା ଲାଗବା କେଁ?
ଉପରେ ଉପରେ ଖେଇ ଜାନିଛେ ଜେନ
ଝାଲବୁହା ବାଗିର କାହିଁ ହେବା!
ତରକି କରି ଥ ମୋର ବୁଆ

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success