କେନଆଡୁ କେତେବେଲେfrom Where When Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କେନଆଡୁ କେତେବେଲେfrom Where When

Rating: 5.0

1
କେନଆଡୁ କେତେବେଲେ
ଆସବା ଟାଙ୍ଗି ତରୁଆଲ ନେଇଁ ପାର ଜାନି,
କଚକାଚ୍ କାଟତେଲ କାଟିନେବା ବେକ,
ମୁଁଡ, ଛାତି, ନେଇଁ ପାର ଜାନି।
କହି ନେଇଁ ପାର କି ସହି ନେଇଁ ପାର।
ବସି ନେଇଁ ପାର କି ଉଠି ନେଇଁ ପାର।
ଉକି ନେଇଁ ପାର କି ଠୁକି ନେଇଁ ପାର।
ମରମି ବଏଲେ ଭି ମରି ନେଇଁ ପାର।
2
ଆରୁ କେନ୍ତା ଲୋକଟେ ଖୁଜୁଥିଲ
ଜଦରଭି ମନକେ ନେଇଁ ଅଉଛେ
ମଦପାଏନ ନିଶା ମାଏଝି କିଛୁଥି
ନେଇଁଥିଲା ଲୋକ୍? ଜଦରଭି
ରୋକଠୋକ୍ କହେବାରଟାକେ
ପସନ୍ଦ ନେଇଁ ତମର୍ ଆରୁ କେନ କଥା
ଶୁନବାରକାଜେ ଅତାବିଲା ଏତକି!
3
ନେଇଁ ତ ନେଇଁ, ହଁ ତ ହଁ,
ଫେର ଭି ପସନ୍ଦ ନେଇଁ
କଲା ରଙ୍ଗ, ଧଲା ରଙ୍ଗ।
କେତେଦିନ ଆରୁ ଇନ?
ନେଇଁ ଜାନି ହେ ସବୁ,
ପଚରାବାର କାରନ ନେଇଁ ନ।
4
କାଣା କଲା କିଏ କେନଠାନେ
କେଁ ଫାଏଦା କହିକରି କି ଶୁନିକରି?
ନିଦଟିକେ ନେଇଁହେଲେ ରାଏତଟା
ବେକାର ହେଟା ଆରୁ କହେବାରକେ
ପଡବା ଭାଏଲ କାହାକେ?

Friday, September 14, 2018
Topic(s) of this poem: life
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
Gajanan Mishra 14 September 2018

danger is there at every moment of life

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success