1.
ରଙ୍ଗେ ରଙ୍ଗେ ଫଲସାଫୁଲ,
ବାସେ ବାସେ କୁରେଇଫୁଲ,
ହସେ ରସେ ଇ ଜୀବନ ଝୁଲପୁଲ।
ରାଗ ନେଇଁରେ, ପରମ ଚଣ୍ଡାଲ,
ଥେବ ଥେବ ଆରୁ ଥ କୁଲ୍ କୁଲ୍।
2.
ହେତାକେ ହେନ୍ତା ନେଇଁ ଖିଜେଇ ହ,
ହେଟା କୁଇଲି ଆଏ, ଲାଗିକରି ଭି କାଏଁ ଫାଏଦା,
ସମିଆତ ଜିବନ ସୁଦଁରିର ଭାଏ।
ହେଲୋଗେଲୋଥି ବଢିଛେ,
ମହୁଲଫୁଲର ଭିତରେ ବୁଡିଛେ, ବୁଝ।
This poem has not been translated into any other language yet.
I would like to translate this poem
just watch and enjoy life dear men