ଭୂତ Ghost Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭୂତ Ghost

ଭୂତ ହୋଇଗଲି
ଗଜାନନ ମିଶ୍ର

ମୁଁ ଭୂତ ହୋଇଗଲି
ଆଉ ପକ୍ଷୀ ହୋଇ
ଉଡିଗଲି ପ୍ରତିମୂର୍ତ୍ତି
ଛାଡିଦେଇ।

ଭୁଲିଗଲି ଦୌଡନ୍ତି କେମିତି
ଘୋଡାମାନେ।
ଫେଣମାନେ ଭାସନ୍ତି କେମିତି
ସମୁଦ୍ର ଉପରେ ଭୁଲିଗଲି।

ଭାଗ୍ୟ ଥିଲା ଏମିତି
ଆଉ ମଣିଷର କାଦୁଅଭରା
ଜାଲରେ ପଡୁଥିଲି ଥରକୁ ଥର।
ଚାହୁଁଥିଲି କିନ ପଡେଁ?

ପ୍ରଥାକୁ ମାରି ପାରୁ ନ ଥିଲି ଗୁଳି,
ଆଉହମ ହମ ହେଉଥିଲି ସବୁକୁ
ଯଦିଓ କିଛି କାମର ନ ଥିଲି
ରହିଥିଲି ଭୂତ ହୋଇ ମୁଁ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
09/11/2020

POET'S NOTES ABOUT THE POEM
Language - odia
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success