ଯାଅ ନା ପାଖକୁ, ସେଇଟା
ଗୋଖର ଛୁଆ।
କୋଉକଥା କେତେବେଳେ।
ଦିନ ହେଉ କି ରାତି
ହେବ ବରବାଦ ତୁଚ୍ଛାକୁ ।
ପାଇବ ନି କେବେ ବି କିଛି,
ଆରେ ଭିଡି ଧର ଯାହା ଦିଶୁଛି,
ଯଦିଓ ତୁମକୁ ନାଇଁ, ମତେ ଅଛି।
This poem has not been translated into any other language yet.
I would like to translate this poem