ନମସ୍ତେ ନମସ୍ତେ ନମସ୍ତେ,
ଭଲରେ ଭଲରେ ଯାଅ ସମସ୍ତେ।
ଆଉ ଯାହା ଯାହା କରିବାର ଅଛି
ଯୋଉଠେ, କରି କରି ଯାଅ
ନ କରି ହେଳା
କାହାକୁ କେବେ,
ହଜିବା ଆଗରୁ ସବୁ ବନସ୍ତେ।
This poem has not been translated into any other language yet.
I would like to translate this poem