ଆବେ ହଟ୍
ଦେଖବାକେ ଦେ ମକେ
କିଏ କରୁଛେ କାଣା,
ଶୁନବାକେ ଦେ
କିଏ କହୁଛେ କାଣା,
ନାଇଁ ଦେଖଲେ
ନାଇଁ ଶୁନଲେ
ଜାନମି କେନ୍ତା
କେନଟା କାଣା।
ଜେନଟା ଯାହା ଭାବିଥିଲୁ
ନେଇଁସେ କିଛୁ ହେନ୍ତା,
ମାୟାରେ ଭରମରେ
ବେକାରକେ ସାରୁଛୁ
ଇନ ସମିଆ।
କିଏ କାଣା
ଜାନବାରକେ ହେ ସବୁ
ଅଛେଁ ମୁଇଁ ଇନେ।
ଉତାରକେ ଉତାର
ଜନେଇ ଦେବାରକେ ଅଛେଁ
ଉଜାଲାଥି ଥ ରେ ଛୁଏ,
ତୁମେ ଏକା ଉଜାଲା,
ଅଁଧାରେ ରଖିକରି ତମକେ
ହେମାନେ କହୁଛନ୍
ଦୁରବଲିଆ।
ସତ୍ କେ ସତ୍ ଭଲିଆ
ରଖଲେ ଯାଇ
ପାଏବ ସତ୍
ସତ୍ କେ ଝୁଟ
କରବାରକେ କୋସିସ କଲେ
ତୁମେ ହେବ ଝୁଟା
ଆରୁ ହେଟା
ସମିଆ ଉପରେ
ସାବିତ ହେଇଯିବା।
English rendering;
Oh, go out,
Let me see
Who is doing what,
Let me hear
Who is telling what,
Unless I see,
Unless I hear
How can I know
What is what.
What you think
Not like that,
All illusion,
In illusion
You are spending
Your time unnecessarily.
To know
Who is what
I am here.
And from time to
Time I am here to
Let all know
Light is there,
Stay in light,
They are all
Trying to keep you
In dark and
Make you weak.
To get the truth,
You have to keep
The truth in tact.
If you try to
Keep the truth
In falsehood
You become a liar
And that is there
To prove by the time.
This poem has not been translated into any other language yet.
I would like to translate this poem
Going out- - - - - - - - -