ଭଲ ଲୋକ
ଗଜାନନ ମିଶ୍ର
ଭଲଲୋକଟେ ହେଇପାର
ତମକେ ହେତିରକାଜେ ଭଲ ବେଭାର
କିଏ ଦେଖାବା ହେଟା ନେଇଁ ଭାବ।
ଭଲ ଭି ସଭକୁ ଭଲ ନେଇଁ ଲାଗେ,
କିରହା ମକରା ଚାଁଟି ଜଲଦି ଭଲନିକେ
ଆସିକରି ଉବଡା ପଡିଥିସନ।
ଭଲଟା ଭଲ ବଲିକରି କେତେବେଲେ
କିଏ ଦଉଛେ ସାର୍ଟିଫିକେଟ କେନ୍ତା
ଜାନବାରକେ ପଡବା ହେଟା ବି।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
30/09/2020
This poem has not been translated into any other language yet.
I would like to translate this poem
A good man expresses good behavior. A good man becomes honest and benevolent in quality and aspect. A good person is liked by many. Society needs such personality who can reflect his noble character. Your poem thoughtfully you have expressed.