ଗ୍ରୁବ ଗ୍ରୁବ Group Group Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଗ୍ରୁବ ଗ୍ରୁବ Group Group

Rating: 5.0

କେନ ହିସାବେ ଫାନ୍ଦୁଛ ମତେ
ନେଇଁ ପାରବାର ଜାନି ମୁଇଁ।
ପାଏଲ କେଁ ଚିହ୍ନା ମୋର
କେନେ କେତେବେଲେ!

ମୋର ସାମ୍ନେ ରଖିକରି
ଦରପନ ଠିଆ ମୁଇଁ
ଦେଖୁଛ କି ନେଇଁ।

2.

ଗ୍ରୁବ ଗ୍ରୁବ ଅଛନ୍,
ରଡୁଛନ୍ କିଲ୍ଲଉଛନ୍,
ନେଇଁ ଜାନି ପାରବାର
କାଣା କରୁଛନ୍,
ହେ କଥାକେ ନେଇଁକରି
କେଁ ମନଦୁଖ!

3.

ଗୁଟେ ଫୁଲ କାଜେ
ଯଉଛେ ଘୁଂଚି ପାହାଡ।
ଆରୁ କହେମି କେଁ
ପାହାଡି ଫୁଲ କାଜେ
ଉତରି ଅଉଛେ ଆକାଶ।
ଆରୁ ଆକାଶ ସଁଗେ
ବିଜଲି ମେଘ ଧୁକା ଗରେଲ୍
ଖଲ ଖଲ ମଲ ମଲ।

4.

ଫୁଲ ତ ଫୁଲ,
ଫୁଲର ଗୁଟେ ନାଁ କାଣା।
ଜେନ୍ତା ଜେନ ଅଛେ ଅଛେ,
ଥିବାରଟାକେ ନେଇକରି
ଏତକିସେତକି ହିସାବକିତାବ
ଦେଖ ପରଖ କର କେନ
ଫୁଲର ଭିତରେ ତମର ଠାବ।

Thursday, May 31, 2018
Topic(s) of this poem: men
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success