ହେପି ବାର୍ଥ ଡେ Happy Birthday Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହେପି ବାର୍ଥ ଡେ Happy Birthday

Rating: 5.0

ଇ ବାର୍ଥ ଡେ
ଗଜାନନ ମିଶ୍ର

ବଏଲେ କାଣା ହୋ?
ତାଲି ପିଟି ପିଟି କାଁଜେ କହୁଛ
ହେବି ବାର୍ଥ ଡେ ଟୁ ୟୁ!
ଆରୁ ଦଉଛ ଫୁକି
ଲଗା ହେଇଥିଲା ଜେନ ମହମବତୀ!
ବଝା ନେଇଁ ବଲମି ତମକେ
ଏତକିବେଲକେ ଏନ୍ତାଥି!
ଏତକିବେଲକେ ଜେତକି
ବଡ ବଡ ନଏଦ ସବୁଥି
ବନ୍ୟା ବିପତ୍ତି ।

ଆଳିପିଙ୍ଗଳଠାନୁ ଆମଭୋନା
ବାଲେଶ୍ବରରୁ ବଡଚଣା
କେଁଥି ଲାଗବା କଟକଣା!
କଟକରୁ କଣାସ
ସବୁନେ ଭୋକସୁସ।
ମରଡିର ରଡି ଶୁଭୁଥିଲା
ଇ ସଲା, କେନ ଥିଲା ବଏଡ ଖାଏଲା
ସାପ-ବାଘକେ ଗୁଟେ ଖଟେ ସୁଆଲା।

ଇଟା ଇନ
ସାନିଘାଁଟି ହେଇକରି
ମରବାରଟା କେଁ ନ!
ନ' ଲୁକର ନ' ଟା ମୁଁଡ,
କାହାକେ ସୁନାବ କାଣା
କାହାରଠାନୁ ସୁନବ କାଣା
ସଭକେ ସଭ ଉଦୁରକୁଲିଆ ମସ୍ତାନା!

ହେବି ବାର୍ଥ ଡେ ଟୁ ୟୁ
ମର୍ ସଲା ନେଇଁ ମାନବାର
ମା ବୁଆର କଥା
ପିଠିର ଭାଏ ପିଠିର ବହେନ
ସବ ସଲେ ମୁଁଡଦୁଖା,
ଅଁଏଠା ଚଟା ଦାଦନ ଖଟା
କୁଟୁମ ମରା ସପନ ଦେଖା
ଖଉ ଥା ପରର ଚିପରା
ଖଉ ଥା ପରର ଗୁହୁ!

ତପୋବନ, ଟିଟିଲାଗଡ,ବଲାଙ୍ଗୀର
31/08/2020

Monday, August 31, 2020
Topic(s) of this poem: birthday
POET'S NOTES ABOUT THE POEM
Language - kosli,language of western Odisha,India.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success