1.
ହୃଦୟ ମୃତ,
କାହାକୁ କଣ କହିବ?
ସବୁ ଲୁପ୍ତ,
କେମିତି ଆସିବ ଯିବ?
2.
ଗୀତା ଆରୁ ନାଇଁ ପଢା,
ଚଣ୍ଡିପାଠ ଟିକିଏ ଚଳିବ ।
କେନ ଅଛୁ ଯେ ମୁଇଁ
ଖୋଜି ଖୋଜି ବଣା ।
This poem has not been translated into any other language yet.
I would like to translate this poem