ଅଛି ଏଠି ସବୁ Here Everything Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅଛି ଏଠି ସବୁ Here Everything

Rating: 5.0

1.

ଆସ, କବିତା ଭିତରେ ପଶ,
ଅଛି ଏଠି ସବୁ, ଅବଶ୍ୟ ମିଳିବ,
ହୁଅ ନି ନିରାଶ।
ମନ ଚଇତନର ହୋଇଯାଉ ଭେଟ,
ଛାଡ ହଟ, ଦେଖ ନାଟ,
ହୋଇବ ଉଚ୍ଚାଟ, ଫିଟିବ ସେଇଠୁ ବାଟ।

2.

ରୂପରେଖ ବିଚିତ୍ର,
ବିଚିତ୍ର ବିଚିତ୍ର।
ଆଦ୍ୟ ଅନ୍ତ ମଧ୍ୟ
ପାଦ ପେଟ ନେତ୍ର।
ବିଚିତ୍ର ବିଚିତ୍ର।

ପାଣି ପବନ ଆଲୁଅ,
ବିଷୟ ଆଶ୍ରୟ।
ଅଦ୍ଭୁତ ପୁରୁଷ
ଜୀବନ୍ତ ସନ୍ତପ୍ତ।
ତେଜ ଜ୍ୱଳନ୍ତ।

ତ୍ରାହି ତ୍ରାହି
ସ୍ୱସ୍ତି ସ୍ୱସ୍ତି ।
ପୃଥିବୀ ଅନ୍ତରୀକ୍ଷ
ବ୍ୟାପ୍ତ ଦିଗବିଦିଗ।

ରୂପ ଅରୂପ
ଭାବ ଭୟବିହ୍ୱଳ।

3.

ସବୁ ଦେଖୁଛି,
ସମସ୍ତଙ୍କୁ ଦେଖୁଛି।
କଣ କରୁଛି ଦେଖି?
ପଚାର ନାଇଁ କିଛି।

ଭିତର ବାହାର
ସବୁ ଏକାପ୍ରକାର।
କେମିତି କଣ
କହିବା ମୁସ୍କିଲ।

ପଚାର ନାଇଁ କିଛି
କହିବା ମୁସ୍କିଲ ।
ଦେଖିବା କହିବା
ନୁହଁ ଏକାପ୍ରକାର ଏଠି।

Wednesday, September 5, 2018
Topic(s) of this poem: life
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success