ପୁନଃ ପୁନଃ
ଗଜାନନ ମିଶ୍ର
କବିତା, କବିତା,
ପୁନଃ ପୁନଃ।
ଜୀବନ, ଜୀବନ।
ପାଣି ପବନ ନିଆଁ,
ମାଟି ଆଉ ଆକାଶ।
ସବୁ ସବୁ।
ଅଗ୍ରତେ, ପଶ୍ଚାତେ,
ସବୁଆଡେ ବ୍ୟାପ୍ତ,
ସବୁ ଅଚ୍ୟୁତ ।
ପ୍ରଦର୍ଶନ,
ନାହିଁ ପ୍ରୟୋଜନ।
ଅଦୃଷ୍ଟପୂର୍ବ,
ସଭିଙ୍କ ଆଶ୍ରୟ।
ଅତ୍ର ତତ୍ର ପୁନଃ ପୁନଃ।
ସର୍ବସତ୍ତ୍ୱ ସଂରକ୍ଷିତ- ଗଜାନନ ମିଶ୍ର
ଟିଟିଲାଗଡ, ବଲାଙ୍ଗିର
9437366644
This poem has not been translated into any other language yet.
I would like to translate this poem