ମୋର ଘରେ ମୁଇଁ,
କାଁହେଲା ଜେ
ତକେ ଚାବୁଛେ ଚାଁଟି!
ମୁଇଁ ତ ମୋର
ଅଛେଁ ମୋରଠାନେ,
କାଁ ହେଲା ଜେ
ମକେ ମାରୁଛୁ ତୁଇ!
ସହି ନି ପାରବାର
ଜଦରଭି ତୁଇ ମକେ,
କହ, କାଁ କରମି ତକେ!
ଫୁଟା ନେଇଁ ବନ୍ଧୁକ,
ଫୁଟା ନେଇଁ ବୋମା,
ମାର ନେଇଁ ମୋର ସେନାକେ,
ଉଠଲେ ମୁଇଁ ପଲାବୁ କେନକେ!
ବଁଚମି ବଲି
ଆରୁ ଭାବ ନେଇଁ।
ମରବୁ କେନ୍ତା, ଭାବ ଟିକେ!
କରୁଛୁ ଜେନଟା କଲୁ ଗୁରଦୁ,
ଦେଖ ଟୁରା, ଖୁଜ ଠାନ
କେନ ଲୁକବୁ, ନରଦୁ।
ଡାକି ସାରଲା ନ, ତୋର ମୁରତୁ।
ସତ୍ତ୍ୱ ସଂରକ୍ଷିତ-ଗଜାନନ ମିଶ୍ର
ତପୋବନ, ଟିଟିଲାଗଡ, ବଲାଙ୍ଗିର
ଓଡିଶା, ଭାରତ।
16/2/2019
English rendering;
I am in my house
Why the ants bite you!
I am in my place
Why you try to
Put my life to end
Tell the truth!
If you are
Not able to
Tolerate me,
Please tell
What shall I do!
Fire not,
Lit not fuse,
Kill not my army,
If I rise,
You would find
No place to
Take shelter.
To survive
Think not,
Think, how to die!
You have done much,
See, and search
The place to
Where to go
And hide yourself!
But listen to
The call that
Terminates your life.
copy right- Gajanan Mishra
Tapoban, Titilagarh, Balangir,
Odisha, India.
16/2/2019
This poem has not been translated into any other language yet.
I would like to translate this poem