ସୁରୁଟେ ହଁରେ
ଏତେ ପ୍ରଶ୍ନ
ଉତାରକେ ଉତାର
ପାରୁ ନି ସମ୍ଭାଳି।
ଗୁପତ ରଖିବ ତ,
ରହିବ ମା ଭଉଣୀର
ଇଜ୍ଜତ!
ଦାଣ୍ଡରେ ହାଟରେ
କରିବ ନି ବିକ୍ରି
ନିଜକୁ ନିଜେ ଦେଖ।
ସବୁ ଗୋଟେ ଗୋଟେ
ରୋଗ।
ନାଇଁ କହୁଛ ତ
ଯାଉଛି ସବୁ ବଳି।
This poem has not been translated into any other language yet.
I would like to translate this poem