1.
ତରକାରୀରେ ଲୁଣ ଯେମିତି
ମୋ ରାଜ୍ୟର କାମରେ
ରାଜ୍ୟର ସରକାରୀ ଭାଷା ସେମିତି
ଦରକାର ନିହାତି,
ନ ମାନିଲା ଲୋକ
ଛାଡି ଚାଲିଯାଉ ଗାଦି,
ସ୍ଥାନ ନାହିଁ ତୋଷାମତି ।
2.
ଅବଶ୍ୟ ଅଛି ଅମୃତ,
ମନ୍ଥିଚାଲ ସମୁଦ୍ର ।
ବାହାରିବ ବିଷ,
ଟିକିଏ ରହ ସତର୍କ ।
ଧନ ସଂପଦ ଗ୍ୟାନ
ସବୁ ପୂର୍ଣ ।
କାରଣ ନାହିଁ
ବିତୃଷ୍ଣାର ।
ଆଗକୁ ମାଡି ଯାଅ ।
This poem has not been translated into any other language yet.
I would like to translate this poem