ଜନ୍ ଟେ, ରାଏତ୍ ଟେ,
ଆରୁ ଥିଲେ ତମେ ପାଖେ,
କାଁ କରମି ଆରୁ କାଣା ମୁଇଁ।
କାଁ କରମି ଆରୁ କାଣା,
ଦେଲେ ତମେ ବେଲକାଲ୍
ଜାନିକରି ଗୁଟେ ଗୁଟେ ଚୁମା।
ଗୁଟେ ଚୁମାରେ
ବଦଲି ଯାଏସି ଦୁନିଆଁ।
ଆରୁ ବଦଲିଗଲେ ଦୁନିଆଁ
ଏକଲା ଥେଇକରି
କିଏ କେନ କାଁ କରମା!
କେନ ଆରୁ କାଁ କରମା,
ପୁରତୁନ କରି ସବୁଦିନେ
ସବୁଠାନେ ଏନ୍ତା ଥିମା।
This poem has not been translated into any other language yet.
I would like to translate this poem