ନିରୀହ ଲୋକନେ
ଲାଗୁଛ ଆରୁ
ବାହା ପିଟି କହୁଛ
ଗାଁ ଖୁଲି ଅପନେକେ
ବୀର।
ଲୁଟପାଟ ମିଛଖଚ କରି
ଧନ ଗଦଉଛ
ଆରୁ କହୁଛ ଅପନେକେ
ଧନୀ।
ନିର୍ଦୋଷକେ
ନେଇଁ ଦିଅ ଦଁଡ,
ସତକେ ଖୁଜ
ଆରୁ ଚେରକେ ଜେଇକରି
ଦେଖେଇଦିଅ ଉଜାଲା।
This poem has not been translated into any other language yet.
I would like to translate this poem