ନ୍ୟାୟ Justice Poem by Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନ୍ୟାୟ Justice

Rating: 5.0

1

ଗାଈ - ଗୋବର,
ମଣିଷ - ଗୁହ
ପ୍ରଥମ ପବିତ୍ର
ଦ୍ୱିତୀୟ କଣ କୁହ!
ନିରପେକ୍ଷ ରହ
ଛାଡି ସବୁ ମୋହ
ଅନୁଭୂତିକୁ କରି ପାଥେୟ
ସର୍ବସାଧାରଣକୁ ଦିଅ ନ୍ୟାୟ।

2


ସ୍ୱତନ୍ତ୍ର ତୁମେ,
ଗୋଡାଣିଆ ନୁହଁ
ଶୁଭଙ୍କର ତୁମ ପାଇଁ।
ନିର୍ଭୟରେ ପ୍ରକାଶ କର
ଆତ୍ମାର ସ୍ୱର ଆଉ ଶବ୍ଦ।
ମାତ ନା ହୋରେ,
ଯିଏ ଯାହା କହୁ, ଅଙ୍ଗେ
ନିଭେଇଥିବା ଘଟଣା ଆଗ।

Tuesday, November 19, 2019
Topic(s) of this poem: men
POET'S NOTES ABOUT THE POEM
Language - odia, script - brahmi
COMMENTS OF THE POEM

If

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
BEST POEMS
BEST POETS
READ THIS POEM IN OTHER LANGUAGES
Close
Error Success