ହେ ମୋର ପ୍ରିୟ ସହଯାତ୍ରୀଗଣ,
କର ବଶୀଭୂତ ମନକୁ ବୁଦ୍ଧିକୁ ଇନ୍ଦ୍ରିୟକୁ
ଆଉ ଦୂରୀଭୂତ କର ଇଚ୍ଛାକୁ ଭୟକୁ
ଆଉ କ୍ରୋଧକୁ ଆଉ ରଖ ସତ୍ୟଠି ମନ।
ସତ୍ୟ ତୁମ ମା, ତୁମ ମାଟି, ତୁମ ଭାଷା।
ସଯତ୍ନେ ରଖ ଏମାନଙ୍କୁ ଅପଣାର
ସ୍ଥିତି, ପରିଚିତି ରକ୍ଷା ନିମନ୍ତେ।
ହେ ସୁହୃଦଗଣ, ତତ୍ତ୍ୱବୁଝ, ଜୀବନ୍ମୁକ୍ତ ହୁଅ।
English rendering;
O my dear co-passengers,
Keep under control
Your mind intellect and senses
And drive away your desire and fear,
And anger and stay in truth.
The truth is your mother,
Your land and your language.
Keep them with care for
Your own existence and identity.
O my soulmates, understand the truth,
And get freedom in life.
This poem has not been translated into any other language yet.
I would like to translate this poem