ଜାଣି ନି ପରିସ୍ଥିତିକୁ Know Not The Situation Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜାଣି ନି ପରିସ୍ଥିତିକୁ Know Not The Situation

Rating: 5.0

ଜାଣି ନି ପରିସ୍ଥିତିକୁ
ତଉଲିବାର ବିଦ୍ୟା।

ଜାଣି ନି କଣ କହିଲେ
ପସନ୍ଦ ହେଲା କହିବ ତୁମେ।

ସାପ ହେଉ କି ବାଘ
ବୁଲେଇଛି ଅବଶ୍ୟ ଯୁଦ୍ଧରେ ବି
ଆଶ୍ୱାସନାର ହାତ।

କିନ୍ତୁ କଣ ଯେ ଯୁଦ୍ଧ ଘୁଂଚୁଛି
ପାରୁ ନି କହି ସଠିକ୍,
ଆଉ ନ ପାରିଲାବେଳକୁ
ତୁମେ ଦଉଡିଟାକୁ କହୁଛ
ସାପ ଆଉ ମୁଁ କେଡେ ମୂର୍ଖ
ଯାଉଛି ଧାଇଁ କେଳା ଡାକିବାକୁ।

Thursday, November 16, 2017
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success