ଗୋଚର Knowledge Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଗୋଚର Knowledge

Rating: 5.0

ଗୋଚର ନାଇଁ
ଗଜାନନ ମିଶ୍ର

'ଅଜ୍ଞାନୀମାନେ ନ ବୁଝିବେ
ସୁଜନଜନଙ୍କୁ ହିଂସିବେ'

ସମଗ୍ର ଦୁନିଆଁ ଏଇଠି
କେଉଁଆଡକୁ ଆଉ କିଏ ଯିବ କି!

ଥାଇ ଯାଇ ଆଉ ଯାଇ ଥାଇ
ହାତଗୋଡ ଛିଣ୍ଡାଇ ଆଖି ଫୁଟାଇ
ଥ' ଯେ ଯୋଉଠି।

କହିବାକୁ ନାଇଁ
ଶୁଣିବାକୁ ନାଇଁ
ନାଇଁ ନାଇଁ କାହା ସହ
ଆଉ କିଛି ସଂପର୍କ ନାଇଁ।

ଏତେ କଥା ଏତେ ବ୍ୟଥା
ବାହାରେ ଭିତରେ ଏକା।

ଏକା ଏକା ଏକା ଏକା ସମତା
କ୍ରାନ୍ତି ଆଉ ଆସିଲା କୋଉଠୁ
କଣ ପାଇଁ ନାଇଁ ଗୋଚର ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
06/05/2020

Tuesday, May 5, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success