ଅଛେ କାଣା?
ରଖିଛ କାଣା?
ଚାଁଟି ମକରା
ପୁରିଛନ୍ ଆରୁ
ଚାଲିଛେ ଭି
ଗାନାବାଜନା ।
ସେଆଡେ କର ମୁହୁଁ,
ମାପି ଆନସି ଧୁକା ଗରେଲ
ଅଁଧାରୁ ।
ଖଟ ପକେଇ
ବସବାର ନେଇଁ ନ ।
ଅଛେ ଉଠବାରଟା,
ଅଛେ କହେବାରଟା
ଆରୁ ଅଛେ ସହେବାରଟା ।
This poem has not been translated into any other language yet.
I would like to translate this poem
sit not idle, dear men, go on doing your works.Tolerate, rise and say something