ମୁଇଁ ତ ମୋର ଧରିଛେଁ
ଖାଲି ନଡିଆ ଗୁଟେ ଦେଖୁଛୁ,
କାଁ କରି ପଚରଉଛୁ
ଏଡକି ଖଜୁର୍ ଟେ
ପାଏଲ କେନୁ!
ସେର୍ ଛୁଆ ସେର୍ ଆଏ,
କୁଲିହା ଛୁଆ ଡେଗୁଛେ
କେଡେ ସୁଁଦର ବଏଲେ
ହେବା କେନ୍ତାକରି!
ମୁଇଁ ତ ମୋର ଅଛେଁ ସତ୍ନେ,
ହୁଲିଆଜାରି ଜେତକି
କଲେ ଭି ନେଇଁ ନ ବଲି
କେନ୍ତାକରି କହେମି!
ଭୁଇଁଥି ଜଉଛେଁ ହେଲେ ସୁଇମି ।
This poem has not been translated into any other language yet.
I would like to translate this poem
In truth, see life in perfection