ବଏରି କିଏ?
କିଏ ଜାନିଛେ କାଣା?
ଧୁକା ଗରେଲ ସବୁ ଭିତ୍ରେ
ଟେକେଟାନେ ରହିପାରଲେ
ପଡବା ଜନା ପଁହରିଛ
ଅଏନ କରି ସମୁଦର୍ ।
ଆରୁ ସମୁଦର ଜଦର ଭି
ଆଏଲା ଉଲଟି
କେନ୍ ହୋ ତମେ!
ମକର ଜାଲ ଭି ନେଇଁ ଥେ ନ
ଉଚକି ଉଲେଇ ହେବାରକାଜେ ।
ଫେରଭି ତମେ ନିସାନାରେ,
ଇତିତାହିଁ ଘୁରୁଛ ଜେତକି ଘୁରୁଥ,
ବେଲ ବୁଡଲେ ଘରେ ପାରଲ
ପଁହଚି ବଏଲେ, ହେଟା ହେଲା ନ ।
This poem has not been translated into any other language yet.
I would like to translate this poem