କେନ କହେଲା (Kosli) Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କେନ କହେଲା (Kosli)

Rating: 5.0

କେନ୍ତା କରମା,
କିଛୁ ନାଇନ।
କାଣା ଥିତା କେଜାନେ?
କିଛୁ ନାଇଁ ଜାନି ଆମେ ।
ରହେବାର ଜାଗା
ମିଲିଛେ ଭ।ଏଲ?
ନାଇଁ ତ, କାଁ କାଜେ
ଏତକି କୁଆବୁଆ ।
ନ।ଇଁ ଜାନି ପାରବାର ଭାଏଲ?
ପତର ହଲ୍ଲେ, ଫୁଲ ଫୁଟଲେ,
ପବନ ବୁହିଲେ କହେସ
ହେଲା ନ ବୁଆ ।
ଏତକି ଥଉ ନ ବଲିକରି
କେନ କହେଲା ନ କେଁ କେଭେ!

Friday, November 4, 2016
Topic(s) of this poem: nothing
COMMENTS OF THE POEM
Dr Pintu Mahakul 04 November 2016

ପତ୍ର ଫୁଟସି ବନେ ବନେ ଫୁଲ ସଂଗେ ଆରୁ ଆମ୍ଭେ କହେଁସୁଁ ଏଟିକି ଥାଉ ବୁଆ. ହେଲେ କେନ୍ତା କରମା କିଛି ନାଇଁ ଜାନି ଥାହୁଁ. ଇଟା କାଣା ଆୟ ଯେ କେନ୍ତା ଜାନମାଁ ସେ କଥା ପାସରୀ ଦେଶୁଁ. ଜାଗା ଟିକେ ମିଳିଗଲେ ହେଲାନ ବୁଆ ବାଲୁଁସୁଁ. ହେଲେ ହେନ୍ତା କହେଲେ ଚାଲବା କାଏଁ? ଆମକେ ତ ଫିର ବୁଝବାର କା ଯେ ପଡିବା. ଆପଣଂକର ଇ କବିତା ଟା ବନେ ହେଇଛେ. ମୋକେ ବନେ ମଜାର ଲାଗଲା. ...10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success