କାହାକୁ କହିବି
କହିବାକୁ ଆଉ
ରହିଛି କି କିଛି ।
କେଜାଣି କେମିତି
କେଉଁମାନେ ସବୁ
ହୁଅନ୍ତି ହାଜର
ନେଇ ଯିବେ ବୋଲି
ଯାହା କିଛି ଖୋଲି
ଆଲୁଅ ଅନ୍ଧାର ।
ନା ଅଛି ଆଲୁଅ
ନା ଅଛି ଅନ୍ଧାର
ତୁଚ୍ଛା ହରବର
ମଣିଷ ମଣିଷ
ସବୁ ଯାକ ଶେଷ
English version-
Light dark
Whom to tell
Is there anything
Left to tell.
Not known
Who are
Present here
To take away all
Light and dark.
No light
No dark
But we are
In hurry,
Men men,
All finished.
This poem has not been translated into any other language yet.
I would like to translate this poem