ଛାଡୁଛେ ରଡି ଖରା,
କାହାରନିକେ କେନ୍ତାକରି ଯିବ,
କେନଲକେ ପାଏବ ଛଏଁରା ।
ରହ ରହ ଦେଖମି ଦେଖମି ବଲୁଛେ,
ସଜ ପାଏଲେ ଘିଚି ନେବା ହେଥିରକାଜେ
ଖୁଟାଗାଡଲା ବାଗିର ବାଟ ଛେକିଛେ ।
କାହିଁ ପାଏବ ପାଏନ ଢୁକେ ପିମି ବଏଲେ
ନଏଦନାଲା କଟା ଆରୁକେଁ ତୁମର ଲାଗି ଅଛେ?
ଇ ବୁଆ, ଘରେ ନେଇଁ ନ ଭାତ୍
ଭାଟିଥୁ ପି ଦେଇକରି ମାଏଝିକେ
ହୁଁଧଡୁ ମାରୁଛେ ଲାତ୍ ।
ଏ ବୁଆ, କିଏ ଅଛ କେନ, ଆସ ନ,
ଇ ଦିହିପରେ ଭୋକ୍ ସୋଲ୍ ମାରିନେବା କେଁ ନ,
ଜୁଏହୁଲା ବାଗିର୍ ଇ ଖରା ଘାଏ ଘାଏ ମାରଲା ନ ।
This poem has not been translated into any other language yet.
I would like to translate this poem
very difficult to live in summer times without water and food and trees