କାଁ କରବ ଉତର,
ଡାଲଖେଇ ମାଏଲାଜଡ
ନେଇଁ ଚଲେ ହେନ୍ତା କଥା ନେଇଁ,
ଚିନ୍ତା ନେଇଁ କର।
କେଁ ଆଧୁନିକ?
ଆଘୋ କେଁ ନାକବାଟେ
ପବନ ନେଇଁ ଘିଚୁଥେଇ!
କେଁ ଆଧୁନିକ?
ଆଘୋ କେଁ ଭାଟୋ ସଁଗେ
ଶଲାଶାଲୀ ହସଖିଆଲ
ନେଇଁ ହଉଥେଇ?
ଇ ନୁଆଁଖେଇ ଆଏଲେ
ଏନ୍ତା ଇନେ ସବୁ ଚଲସି।
This poem has not been translated into any other language yet.
I would like to translate this poem
The life I need is here with love and we are to test it