କରୁଛନ୍ତି କଣ ସବୁ ସେଠି?
ସକାଳ ଆସିବି ଆସିବି ହେଲାଣି,
କଣ ପାରୁ ନାହାନ୍ତି ଜାଣି?
ସୂର୍ଯ୍ୟଙ୍କ ଆସିବା ଖବର କେତେ କିଏ ଦେଲେଣି,
କଣ ଶୁଣି ପାରୁ ନାହାନ୍ତି?
ଠିକ୍ ନୁହଁ କେବେ କାହା ସହ ଅଯଥାରେ ହେବା ମୁହାଁ ମୁହିଁ,
ଏମିତି ଜ୍ଞାନ କଣ ଦିଆ ହେଇନି?
ଆଲୋସଖୀ ଆପଣା ମହତ ଆପେ ରଖି
କଣ ଘୋଷା ହୋଇ ନି?
ସେଠି ଯେ ହୁଏ କଣ କରିବାକୁ କାହା ପାଇଁ କେତେବେଳେ
ଯଦି ପାଶୋର ହୋଇଛି ମନେପକାଇ
ଯାହା କରିବା କଥା କରି ନିଅନ୍ତୁ ପୁଣି ପୁଣି
ସବୁ ସବୁର ମଙ୍ଗଳ ପାଇଁ, ନାଇଁ ତ
କ୍ଷତି ଇ କ୍ଷତି ମନରୁ ଭୁଲନ୍ତୁ ନାଇଁ।
English rendering;
What are they doing?
The morning is ready to come,
How no one is able to know?
The news of coming sun
Is already arrived,
Is no one able to hear?
It is not good to
Conflict with each other.
Is such knowledge has not
Been imparted?
Keep your own prestige
Is it not being learnt?
What would happen there,
Remember if forgotten
And do whatever ought to be done
For all welfare or else
Only loss and loss would be there.
This poem has not been translated into any other language yet.
I would like to translate this poem