ଚକ ଅଖ
ଲାଗୁଛି କଷ୍ଟ ।
ଘର ବର
ହେଉଛି ନଷ୍ଟ ।
ଲୟ ଭୟ
ନାହିଁ ପାଖରେ ।
ଛଳ ଫଳ
ଯାଇ ଦୂରରେ ।
ଭଜମନ ବାଇରେ
ହଳଧର ରହରେ ।
ସଳଖ ସମୟ ପାଖରେ
ଧବଳ ଟଗର ରାସ୍ତାରେ ।
ଔଷଧ ରଖ
ଦେହକୁ ଜଗ ।
This poem has not been translated into any other language yet.
I would like to translate this poem