ଭାଗିଛେ କେନଆଡେ
ଅଉଛେ ନେଇଁ
ହେ ମଉସୁମୀ!
ମଲା କି ହଜଲା
ଅତାପତା ନେଇଁ।
ଖୁଜଲାବେଲକେ ନେଇଁ,
ସହଜି ଆଏଲେ
କାଁ କରମା ଗୁସେଇଁ!
ଗଲାନ ବିଗଡି
ଘରଦୁଆର ବାଏର
ପଛକେ ଆସିକରି କହେଲେ
କେଁଥି ଲାଗସି
ମୁଇଁ ତୁମର ଆଏ।
This poem has not been translated into any other language yet.
I would like to translate this poem