ଶତ୍ରୁ ବହୁତ
ବାହାରେ ଯେତିକି
ଭିତରେ ଅଧିକ ।
ଆଉ ମା ପାଗଳୀ
ନାହିଁ ଠିକ୍ ଭାଷା ।
ଆଉ ଆମେ ଏବେ
ସବୁଠି ଲୋକହସା ।
କହିବାକୁ ଆଉ କିଛି
ପ୍ଲିଜ, କୁହ ନା ମିତ ।
ଆୟଘର ଶୂନ
ଆମେ ପରାଧୀନ ।
ଯାହା ଯେତିକି
ରହୁ ନି ସେତିକିରେ
ଆମର ଦୁର୍ଭାଗ୍ୟ ।
This poem has not been translated into any other language yet.
I would like to translate this poem