ପାହାଡ ପରେ ପାହାଡ Mountain After Mountain Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପାହାଡ ପରେ ପାହାଡ Mountain After Mountain

Rating: 5.0

ପାହାଡ
ଗଜାନନ ମିଶ୍ର

ଜାଣେ କି ନ ଜାଣେ
କଣ କିଛି ପାହାଡ
ଜଣା ନାଇଁ ମତେ।
ମତେ ଜଣା ପାହାଡ
ଧସକି ଧସକି କେମିତି
ଲାଗିଛି ଶୂନ୍ୟ ହେବାରେ।
ଆଉ ସମର୍ଥନ କରି ପାହାଡକୁ
ଶୂନ୍ୟେଇ ଯାଉଛନ୍ତି ଏଠାରେ
ଆଉ ଆଉ ଚାରିପଟର ସମସ୍ତେ ।

ପାହାଡ କଥା କହୁ କହୁ
ମତେ ଇ ହେବାକୁ ପଡୁଛି ପାହାଡ।
ଆଉ ଦେଖୁଛି କଣ ସବୁ
ଜଣା ନାଇଁ ନୁହଁ।
ଦେଖୁଛି ଶୁଣୁଛି ଚଳପ୍ରଚଳ ବି
ହେଉଛି ଏଇ ତୁମଠି।
ଆଉ ଆଉ କଣ ସବୁ କେମିତି
ନାଇଁ ଶକ୍ତି କହିବି।
କରିବା ବାଲା ପାହାଡ
ଆଉ ପାହାଡ ପାଖରେ
ମୋର ଘର।

ଘର କହିଲେ କଣ?
ଉତ୍ତର ନାଇଁ ଜାଣେ।
ପାହାଡ କହେ କଣ କଣ
କେତେବେଳେ ନାଇଁ ଜାଣେ।
ଥାଏଁ ମୁଁ ମୋର ଏମିତି
ନା ବଢେ ନା ଛିଡେ କିଛି।
ଲଇଁ କରି ଥାଏ ପାହାଡ
ଆଉ ମୁଁ ଲଂଘି ଲଂଘି ଯାଉଥାଏଁ
ମୂଳରୁ ପାହାଡ ପରେ ପାହାଡ।

ତପୋବନ,ଟିଟିଲାଗଡ,ବଲାଙ୍ଗୀର
01/06/2020

Monday, June 1, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success