ଯାହା ଦିଶୁଛି ସେତକ ଖାଲି
ଦେଖୁଛି ନୁହଁ ଏମିତି।
ବର୍ଷା ଖରା ଆଉ ଶୀତଙ୍କ ଲକ୍ଷ୍ୟ ତ
ଜୀବନକୁ ସରସ ସୁନ୍ଦର କରିବା
ଆଉ ଆନନ୍ଦ ଦେବା।
ଜାଣେ ପ୍ରିୟ
ଜାଣେ ଏଇଠି
ଅଛି ମୋର ଅନୁଭୂତି।
This poem has not been translated into any other language yet.
I would like to translate this poem