କଣ କହିବ କଣ ନ କହିବ
ନିର୍ଭର ତୁମ ଉପରେ।
ମୁଁ ମୋର କରିବା କଥା ଯାହା
କହିବା କଥା ଯାହା ଯାଉଛି କରି କରି
ମୋ ବାଟରେ।
ତୁମକୁ କରୁଛି କି ନାଇଁ ଖାତିର
ଅବଶ୍ୟ ତାହା ଭିନ୍ନ ପ୍ରସଙ୍ଗ।
କିନ୍ତୁ ଅଛି ମୁଁ ତୁମ ସାଥୀରେ
ତୁମର ହୋଇ
ଯଦିଓ ମୋ ନିଜର ପରିଚିତି
ରଖିଛି ଥିଲା ଯେମିତି।
English rendering;
Depends on you
What you would say
And what not.
I am going on my ways
Telling and doing
What ought to.
Topic is different,
I care you or not.
But I am there
With you as yours,
I kept my identity
As before, though.
This poem has not been translated into any other language yet.
I would like to translate this poem