ଛନ୍ଦଲେଇ ହେଇଛେ ହେନକେନ
ହେ ବସନ୍ତ, ନି ହେଲେ ନେଇଁ ପହଁଚିଥିତା ନ କେଁ
ଏତକିବେଲତକ୍ ଇନେ।
ମୁଇଁ ହେନ୍ତା ଭି ଗୁରା ଆଏ
ଆରୁ ଦିଶୁଛେଁ ତରା ବାଗିର୍
ଖୁଲାମେଲା ମୋର୍ ଘର୍ ଦୁଆର୍।
ଆଏମି ଆଏମି ବଲୁଛେ ଭାଏଲ୍?
ଆଏଲେ ଭି ଇନ ଆରୁ ସେ ଆଘର ସୁଖ୍
ମିଲବା ଭାଏଲ?
ମୁଇଁ ନେଇଁ ଜାନି ଆରୁ କିଛୁ ଆରୁ ଦେଖୁନ୍
ହୁରଗୁନି ହେଇକରି ସାରୁଛେଁ ସମିଆଁ
ସୁଇନଭଟାନେ।
ଜେତକି ଜେନଆଡକେ ଜେନ୍ତାକରି ଦେଖଲେ ଭି
ବମୁରତଲେ ମୁଇଁ ସିଝୁଛେଁ, କେ ଅଜନା?
This poem has not been translated into any other language yet.
I would like to translate this poem
I find the Kosli language sister of Sambalpuri n Mithli. Bengali n Assamesephonetic touch is also there....whatever, it sounds soothing like melting ice. thank you poet.