ଅମୃତ ଅମୃତ Nectar Nectar Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅମୃତ ଅମୃତ Nectar Nectar

Rating: 5.0

ଅମୃତ ଅମୃତ
ଗଜାନନ ମିଶ୍ର

କୋଉଠିକି ଯିବା?
କାହାକୁ କଣ ପଚାରିବା?
ଅଛି ଏଠି କୋଉଠି
ଯିବା ସ୍ଥାନ?
ଜାଣିବା ଜ୍ଞାନ? ?

ଆସିଲା ଝଲକାଏ ପବନ
ଉଡେଇ କରିଦେଲା
ସବୁ ସମାନ।
ଆସିଲା ଅସରାଏ ବର୍ଷା
ପୁଣି ଗଜୁରେଇବାକୁ
ଜୀବନ ଜୀବନ।

ଆରେ ଏ ମନ!
ତୋର ତୁ ଥା
ଏଠି ସ୍ଥିର।
ତୋ ପାଇଁ ଇ
ସବୁ ଏଠି
ଆଲୁଅ ଆଉ
ସବୁ ଅନ୍ଧାର ।

ଅନ୍ଧାର ଆଉ ଆଲୁଅ ଭିତରେ
ଅଛିରେ ଅମୃତ
ଖୋଜୁ ଥା ଖୋଛୁ ଥା
ଜଙ୍ଗଲ ଜଙ୍ଗଲ!
ଆଉ ଅମୃତ ଅମୃତ
ବୋଲି ବୋଲି
ପବିତ୍ର କରୁ ଥା
ସଭିଙ୍କୁ ସବୁକୁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
23/11/2019

Friday, November 22, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success