କାହାକୁ ଦେଇଛି କଣ
ମନେ ନ ଥିଲେ ବି,
ଶୋରିଷକିଆରୀକୁ
ହଳଦୀ ଦେଇଥିବାଟା
ମନେ ଅଛି ପୂରା,
ଏବେ ଫୁଲ ହୋଇ
ମତେ ଦେଉଛି
ନୂଆ ଶକ୍ତି
ସେ ହଳଦୀ,
କରିବାକୁ ନୂଆ ସୃଷ୍ଟି।
This poem has not been translated into any other language yet.
I would like to translate this poem
Turmeric - the symbol of new creation