ବିଭକ୍ତ ନୁହେଁ,
ଅବିଭକ୍ତ ।
ଅବିଭକ୍ତ ନୁହେଁ,
ବିଭକ୍ତ । ବିଭକ୍ତ
ଆଉ ଅବିଭକ୍ତ
ତଫାତ ନାହିଁ,
କିନ୍ତୁ ଅସମାନ ।
ସେଇଠି ଜୀବନ ।
No difference
between divisible
and indivisible,
Life is all but
The same here.
This poem has not been translated into any other language yet.
I would like to translate this poem