ପରିସ୍ଥିତି
ଗଜାନନ ମିଶ୍ର
ପରିସ୍ଥିତି ବିଷମ
ନାଇଁ ଅମ୍ଳଜାନ
ନାଇଁ ଜାଗା ଶ୍ମଶାନ।
ରୋଗ ପାଇଁ ନାଇଁ ଔଷଧ
ପେଟ ପାଇଁ ନାଇଁ ଖାଦ୍ୟ।
ନାଇଁ ଡାକ୍ତର,
ସବୁଠି ହାହାକାର।
ମାଟି ପାଣି ଆକାଶ
ମୃତ୍ୟୁର ତାଣ୍ଡବ ଦୃଶ୍ୟ।
ବଂଚିବ କୋଉଠିକି ପଳାଇ
ୟେ ପବନ ବି ଆଣୁଛି
ସବୁ ବିପଦ ବୋହି।
[email protected]
In English;
Situation alarmingly bad
No oxygen
No place in grave.
No medicine for diseases
No food to fill up belly.
No doctor
Everywhere nothingness.
Everywhere in air
In water in sky
Dance of death.
Where to go and live
This air is carrying
All danger.
This poem has not been translated into any other language yet.
I would like to translate this poem