ଆନନ୍ଦ ଚନ୍ଦ୍ର
ଗଜାନନ ମିଶ୍ର
କ୍ଷୟ ନାଇଁ
ମୋ ଆନନ୍ଦ ଚନ୍ଦ୍ରର।
ଦେଖିପାର
ମୋ ଆକାଶରେ ଅମଳିନ!
ପାଖ ହେଉ କି ଦୂର
ସେଇ ତ ମୋର।
ଆଲୁଅ ଅନ୍ଧାରଠୁ କାହିଁ
କେତେ ଉର୍ଦ୍ଧ୍ବରେ ଚକାବଦନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
5/10/2019
This poem has not been translated into any other language yet.
I would like to translate this poem