ଆସିଛୁଁ ଆଉ ଅଛୁଁ,
ଆମ ଭାଷାରେ କରୁଛୁଁ ଶାସନ।
ପଢାଉଛୁଁ ସବୁ, ବୁଝ କି ନ ବୁଝ, ଯାଏ ଆସେ ନା ଆମର । ନ ଧରି ପାରୁଛ ଯଦି ତୁମେ ଖାଇ ପିଇ ଶୋଇବା ଲୋକ, ଯାଅ ଶୋଇପଡ, କୁହ ନା ଭୋକ, ଭୋକ। ଆଉ ପଡିଥାଅ ତୁମେ ଏଇଠି ତୁମ ନର୍କ।ଗଣିବା ମନା ଏକରୁ ଅନେକ।
In English;
We have come and are here,
We are ruling in our language.
We are teaching you all,
Does not matter whether
You understood or not!
If you are not able to catch,
Go and sleep, tell not,
Hungry we are all.
Stay there in your hell.
You are not allowed to count
One and more.
This poem has not been translated into any other language yet.
I would like to translate this poem