ଖାଲି ଗୋଟେ ନାମ ନୁହଁ Not Merely A Name Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଖାଲି ଗୋଟେ ନାମ ନୁହଁ Not Merely A Name

Rating: 5.0

ସାବିତ୍ରୀ
ଗଜାନନ ମିଶ୍ର

ଖାଲି ଗୋଟେ ନାମ ନୁହଁ,
ଏଇଟା ଫଳ, ଫୁଲ, ସିନ୍ଦୂର,
ଅଳତା, ଚୂଡି, ଦର୍ପଣ, ଶାଢୀ
ଆଦି ଆଦି ସହିତ ସବୁ ସବୁ
ଶୁଭ କାମନାର ପ୍ରତୀକ।
ଦୂର ପାଖରେ ନାଇଁ ପ୍ରଭେଦ,
ଅଛି ଏଇଠି କର୍ତ୍ତବ୍ୟ,
ଅଛି ଦୃଢ ବିଶ୍ବାସ ।
ଚରିତ୍ର, ମହାତ୍ମ୍ୟ ସବୁ ଗୌଣ,
ଗରିବ ଧନୀରେ ନାହିଁ ଭିନ୍ନାଭିନ୍ନ।
ସତ୍ୟ ପାଇଁ ଆବଶ୍ୟକ
ଖାଲି ଏକ ନିଶ୍ଚଳ ମନ।
ଭକ୍ତି ଆଉ ସନ୍ତୁଷ୍ଟିର ଜୀବନ,
ଆଉ ମୃତ୍ଯୁକୁ ଜିଣିଯାଏ ପ୍ରେମ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
23/5/2019

ଖାଲି ଗୋଟେ ନାମ ନୁହଁ Not Merely A Name
Thursday, May 23, 2019
Topic(s) of this poem: love
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success