ଦୁଇ ହୁଏ ଏକ-
ବାପପୁଅ, ନାରୀପୁରୁଷ,
ରୂପଅରୂପ, ପବନଜଳ,
ଶୁଭଅଶୁଭ, ଗୁରୁଶିଷ୍ୟ,
ଜାତିଗୋତ୍ର, ମନଶରୀର,
ମିଥ୍ୟାସତ୍ୟ, କ୍ଷତିଲାଭ,
ଗୁରୁଶିଷ୍ୟ, ଆକାରପ୍ରକାର,
ଜୀବନମରଣ ଆଉ ଆଉ
ରାତିଦିନ, ଜ୍ଞାନଅଜ୍ଞାନ,
କୋଉଠି କିଛି ନାହିଁ ଭିନ୍ନାଭିନ୍ନ।
This poem has not been translated into any other language yet.
I would like to translate this poem