1.
କହୁଛି ଦାବି କରି
ଶୁଣ, ଶୁଣ ମନ ଦେଇ ।
ଆଉ ଶୁଣୁଛ ଯାହା
ବିଶ୍ଵାସ କର
ଦେଖି ପରଖି ।
2.
ମୁଁ ଅଛି ବୋଲି
ଏତେସେତେ କଥା
ଏତେସେତେ ବ୍ୟଥା ।
ମୁଁ ଅଛି ବୋଲି
ଗପ ନାଟକ କବିତା ।
This poem has not been translated into any other language yet.
I would like to translate this poem