ତୁମେ କଣ ନିଶ୍ଚିତ
ଦେଖିବ ଆସିବା ମୁହୂର୍ତ ।
ଜାଣେ ନା ମୁଁ କଣ କାହାର ଖାଦ୍ୟ ।
କିଏ କାହାପାଇଁ କେତେବେଳେ
କୋଉଠି ବଜାଏ ବାଦ୍ୟ ।
ବାଦ୍ୟ କେତେ ପ୍ରକାର
ଜଣା ନାହିଁ ବି ମତେ ।
ପଚାର ନାହିଁ ଏ କୂଅର ଗାଢ କେତେ ।
ଆଉ କଣ କଣ ସବୁ ଏଠି
ଆଉ ଭୁଲ ଜଣା ମୁଣ୍ଡେଇ
ମାଡପିଟ ସମସ୍ତେ ସେଠି ।
ହସନ୍ତି ଦେଖିଲେ ସତ୍ୟ,
କହନ୍ତି ଆସିଛିରେ ଧଳା କଳାରେ
ଭୋଗିବାକୁ କର୍ମଜନିତ ଆଉ ହେବାକୁ ମୁକ୍ତ ।
This poem has not been translated into any other language yet.
I would like to translate this poem