ଓଡିଶା Odisha Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଓଡିଶା Odisha

Rating: 5.0

ମୋ ରାଜ୍ୟ ଓଡିଶା
ସତ ନୁହେଁ କି?
ଏ ରାଜ୍ୟର ସରକାରୀ ଭାଷା
ଓଡିଆ ମିଛ କି?
ସବୁ କାର୍ଯ୍ୟରେ
ଓଡିଆ ହେବ ବ୍ୟବହୃତ
ଆଇନରେ ଲେଖା ନାହିଁ କି?
ମୁଁ ଯୋଉ ଭାଷାରେ
କଥାଭାଷା ହେଉଛି
ମୋ ମା ଭାଷା ନୁହଁ କି?
ମୁଁ ଚାହେଁ ନାହିଁ କି
ମୋ ପରିଚୟ ଦେବାକୁ?

ଉତ୍ତର ଦେଇପାରିଲେ
ଆସ ମୋ ସହିତ ମୋ ଭାଇ ମୋ ବନ୍ଧୁ ।
ମିଳାଅ ହାତ, ନ ହୋଇ ଥତମତ,
ରହିବ ନି ଆମଠି ଆଉ କିଛି କ୍ଷତ,
ଦେଖିବ ସାରା ଜଗତ,
ସମସ୍ତେ ଉଜ୍ଜ୍ଵଳିତ, ଜୟ ଜଗନ୍ନାଥ ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success